ପରିକ୍ରମ Parikrama

  • ସଂ. ବି. (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ) — ଧାରାବାହିକତା; ଧାରା — Succession; series; order
  • ସଂ. ବି. (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ) — ଇତସ୍ତତଃ ପାଦଚାଳନ; ଟହଲିବା — Walking to and fro
  • ସଂ. ବି. (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ) — ପ୍ରଦକ୍ଷିଣୀକରଣ; କୌଣସି ବସ୍ତୁର ବା ବ୍ୟକ୍ତିର ବା ସ୍ଥାନର ଚାରିପାଖେ ବୁଲି ଆସିବା — Circumambulation; going round a thing, person or place
  • ସଂ. ବି. (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ) — ଗରୁଡ଼ ଆସି ଥରେ ନିତି ସେ ଗିରିକୁ ପରିକ୍ରମ କରିଣ ଯାଆନ୍ତି ଘରକୁ । କୃଷ୍ଣସିଂହ. ମହାଭାରତ, ଶାନ୍ତି ।
  • ସଂ. ବି. (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ) — [ଦ୍ର—ଦେବବିଗ୍ରହ, ମନ୍ଦିର, ତୁଳସୀବୃକ୍ଷ, ଗୁରୁଜନ ଓ ତୀର୍ଥଆଦିର ଚାରିପାଖେ ବୁଲି ଆସିବାକୁ ପରିକ୍ରମ ବୋଲାଯାଏ । ନଦୀର ଉତ୍ପତ୍ତି ସ୍ଥଳଠାରୁ ନଦୀର ଗୋଟିଏ କୂଳ ପାଖେ ପାଖେ ନଦୀର ସଙ୍ଗମସ୍ଥଳ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ନଦୀର ଅପରକୂଳ ବାଟେ ଉତ୍ପତ୍ତି ସ୍ଥଳକୁ ଆସିବାର ନାମ ପରିକ୍ରମ ।]
  • ସଂ. ବି. (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ) — ପର୍ଯ୍ୟଟନ — Travelling
  • ସଂ. ବି. (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ) — ବହୁତ ତୀର୍ଥମାନ ପରିକ୍ରମ କରି । କୃଷ୍ଣସିଂହ. ମହାଭାରତ, ଆଦି ।
  • ସଂ. ବି. (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ) — ଗମନ — Going
  • ସଂ. ବି. (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ) — ଗତି କରି ଟପିଯିବା — Outstripping; overtaking
  • ସଂ. ବି. (ପରି= ଚତୁର୍ଦ୍ଦିଗରେ+କ୍ରମ୍ ଧାତୁ=ଗମନ କରିବା+ ଭାବ. ଅ) — କୌଣସି ବସ୍ତୁର ବା ସ୍ଥାନର ବା ବ୍ୟକ୍ତିର ବାଟ ବା ପାଖଦେଇ ଚାଲିଯିବା — Going past. (M.W.)