ପରିକୀର୍ତ୍ତିତ Parikīrttita
- ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ତ୍ତିତ=ପ୍ରଶଂସିତ) — ପ୍ରଶଂସିତ — Praised; eulogised
- ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ତ୍ତିତ=ପ୍ରଶଂସିତ) — ଗୀତ — Song
- ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ତ୍ତିତ=ପ୍ରଶଂସିତ) — ବ୍ୟକ୍ତ; ପ୍ରକାଶିତ — Expressed
- ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ତ୍ତିତ=ପ୍ରଶଂସିତ) — ଉଚ୍ଚୈଃସ୍ୱରରେ ପ୍ରଚାରିତ — Published aloud; proclaimed
- ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ତ୍ତିତ=ପ୍ରଶଂସିତ) — ଉଚ୍ଚାରିତ; କଥିତ — Uttered; said; pronounced
- ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ତ୍ତିତ=ପ୍ରଶଂସିତ) — ଉଦ୍ଘୋଷିତ; ସର୍ବତ୍ର ପ୍ରଚାରିତ — Proclamed on all sides
- ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ତ୍ତିତ=ପ୍ରଶଂସିତ) — ଆହୂତ — Called