ପରିକୀର୍ଣ୍ଣ Parikīrṇṇa

  • ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ଣ୍ଣ=ବିକ୍ଷିପ୍ତ) — ବିକ୍ଷିପ୍ତ; ବ୍ୟାପ୍ତ — Diffused; scattered; strewn about
  • ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ଣ୍ଣ=ବିକ୍ଷିପ୍ତ) — ସମର୍ପିତ — Delivered; given over
  • ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ଣ୍ଣ=ବିକ୍ଷିପ୍ତ) — ବିସ୍ତୃତ — Spread
  • ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ଣ୍ଣ=ବିକ୍ଷିପ୍ତ) — ଚାରିଆଡ଼େ ଘେରା ହୋଇଥିବା; ବେଷ୍ଟିତ — Surrounded
  • ସଂ. ବିଣ. (ପରି=ଚତୁର୍ଦ୍ଦିଗରେ+କୀର୍ଣ୍ଣ=ବିକ୍ଷିପ୍ତ) — ବହୁ ବ୍ୟକ୍ତି ବା ବସ୍ତୁରେ ପୂର୍ଣ୍ଣ; ଗହଳିଆ — Crowded (M.W.)