ପରିକାଙ୍କ୍ଷିତ Parikāṅkshita
- ସଂ. ବି. (ପରି=ଗତ+କାଙ୍କ୍ଷା=ଅଭିଳାଷ+ଅସ୍ତ୍ୟର୍ଥେ ଇତ; ଯାହାର ପାର୍ଥିବ ଭୋଗାଭିଳାଷ ନାହିଁ) — ତପସ୍ୱୀ; ଯୋଗୀ — An ascetic
- ସଂ. ବିଣ — (ପରି+କାଙ୍କ୍ଷ ଧାତୁ+କର୍ତ୍ତୃ. ତ)— 1 । ଯେ ସମସ୍ତ ପାର୍ଥିବ ଅଭିଳାଷ ତ୍ୟାଗ କରିଅଛି — (ପରି+କାଙ୍କ୍ଷ ଧାତୁ+କର୍ତ୍ତୃ. ତ)— ଯେ ସମସ୍ତ ପାର୍ଥିବ ଅଭିଳାଷ ତ୍ୟାଗ କରିଅଛି—. Having renounced all worldly desires
- ସଂ. ବିଣ — (ପରି+ସମ୍ପୂର୍ଣ୍ଣରୂପେ+କାଙ୍କ୍ଷ ଧାତୁ+କର୍ମ. ତ) ଅଭିଳଷିତ — Wished for