ପରିକଳ୍ପନା Parikaḻpanā

  • ସଂ. ବି (ପରି=ସମ୍ୟକ୍+କୃପ୍ ଧଆତୁ=କଳ୍ପନା କରିବା+ ଭାବ ଅନ) — କଳ୍ପନା; ଆବିଷ୍କରଣ — Invention; contrivance; imagination
  • ସଂ. ବି (ପରି=ସମ୍ୟକ୍+କୃପ୍ ଧଆତୁ=କଳ୍ପନା କରିବା+ ଭାବ ଅନ) — ରଚନା — Arranging; composing
  • ସଂ. ବି (ପରି=ସମ୍ୟକ୍+କୃପ୍ ଧଆତୁ=କଳ୍ପନା କରିବା+ ଭାବ ଅନ) — ସ୍ଥିରୀକରଣ — Fixing; settling
  • ସଂ. ବି (ପରି=ସମ୍ୟକ୍+କୃପ୍ ଧଆତୁ=କଳ୍ପନା କରିବା+ ଭାବ ଅନ) — ବଣ୍ଟନ — Division; distribution
  • ସଂ. ବି (ପରି=ସମ୍ୟକ୍+କୃପ୍ ଧଆତୁ=କଳ୍ପନା କରିବା+ ଭାବ ଅନ) — ପ୍ଲାନ୍; ନକ୍ସା — Design; plan