ପରିକଳିବା Parikaḻibā

  • ଦେ. (ପଦ୍ୟ) କ୍ରି—(ସଂ. ପରି+କଳ୍ ଧାତୁ) — ଅଭ୍ୟାସ କରିବା; ବ୍ରତାଦି ଆଚରଣ କରିବା — To practise; to observe
  • ଦେ. (ପଦ୍ୟ) କ୍ରି—(ସଂ. ପରି+କଳ୍ ଧାତୁ) — ଯୋଗଧାରଣା ପରିକଳି ନିଜ ଶରୀରେ ଅଗ୍ନି ଜାଳି ପଞ୍ଚ ପରାଣ ନିଜ ପିଣ୍ଡେ ହୋମ କରିବ ଅଗ୍ନିକୁଣ୍ଡେ। ଜଗନ୍ନାଥ, ଭାଗବତ।