ପରିକର୍ମ Parikarma

  • ସଂ. ବି—କ୍ଳୀ—(ପରି=ଭୂଷଣ+କର୍ମ୍ମନ୍=କର୍ମ) — ଅଙ୍ଗ ସଂସ୍କାର; ପ୍ରସାଧନ; ବେଶ ହେବା — Toilet; decoration of the body
  • ସଂ. ବି—କ୍ଳୀ—(ପରି=ଭୂଷଣ+କର୍ମ୍ମନ୍=କର୍ମ) — ଗାଧୋଇବା ପରେ ଦେହରେ ଗନ୍ଧ ଚନ୍ଦନାଦି ଲେପନ — Painting or perfuming of the body after bath
  • ସଂ. ବି—କ୍ଳୀ—(ପରି=ଭୂଷଣ+କର୍ମ୍ମନ୍=କର୍ମ) — ପୋଷାକ ପିନ୍ଧି ସଜବାଜ ହେବା — Dressing
  • ସଂ. ବି — ଭୃତ୍ୟ (ଜ୍ଞାନେନ୍ଦ୍ର) — Servant