ପରିକର୍ମୀ Parikarmī

  • ସଂ. ବି. ପୁଂ. (ପରିକର୍ମ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ) — ବେଶକାରୀ ବ୍ୟକ୍ତି; ପ୍ରସାଧକ — One who dresses up a person
  • ସଂ. ବି. ପୁଂ. (ପରିକର୍ମ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ) — ଭୃତ୍ୟ; ପରିଚାରକ — Attendant; servant
  • ସଂ. ବିଣ — ପରିଷ୍କାରକାରୀ — Cleansing
  • ସଂ. ବିଣ — ବେଶକାରୀ — Dressing; decorating