ପରିକର୍ମା Parikarmā

  • ସଂ. ବି. ପୁଂ. (ପରି+କର୍ମ୍ମନ୍) — ପରିଚାରକ; ଭୃତ୍ୟ — Attendant; servant
  • ଗ୍ରା. ବି—(ସଂ. ପରିକ୍ରମା) — ପରିକ୍ରମ 3 —(ଦେଖ) — ପରିକ୍ରମ3—(ଦେଖ)Parikrama 3 (See)