ପରିକର୍ତ୍ତା Parikarttā

  • ସଂ. ବି. ପୁଂ—(ପରି+କର୍ତ୍ତୃ; 1 ମା. 1 ବ) — ଜ୍ୟେଷ୍ଠ ଅବିବାହିତ ଥାଇ କନିଷ୍ଠ ଭାଇର ବିବାହ ସଂସ୍କାରକାରୀ ଯାଜକ — A priest who officiates at the marriage ceremony of a person whose elder brother is still unmarried