ପରାଲବ୍ଧ Parālabdha

  • ଗ୍ରା. ବି. (ପଦ୍ୟ) (ସଂ. ପ୍ରାଲବ୍ଧ) — ଅଦୃଷ୍ଟ; କପାଳ — Luck; fortune
  • ଗ୍ରା. ବି. (ପଦ୍ୟ) (ସଂ. ପ୍ରାଲବ୍ଧ) — ପରାଲବ୍ଧେ ଥିଲେ ସନ୍ଥ ପାଦତଳେ ଥୁଅ—ପ୍ରାଚୀ. ରହସ୍ୟମଞ୍ଜରୀ।