ପରାର୍ଦ୍ଧ Parārddha
- ସଂ. ବି (ପର=ଅତିଶୟ+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଅ) ଶତସହସ୍ରଲକ୍ଷ କୋଟି ସଂଖ୍ୟା— 1 ; ଏକସଂଖ୍ୟା ପରେ 17 ଟି ଶୂନ୍ୟ ବସାଇଲେ ଯେଉଁ ସଂଖ୍ୟା ହୁଏ — ଶତସହସ୍ରଲକ୍ଷ କୋଟି ସଂଖ୍ୟା—1; ଏକସଂଖ୍ୟା ପରେ17ଟି ଶୂନ୍ୟ ବସାଇଲେ ଯେଉଁ ସଂଖ୍ୟା ହୁଏ— 1. One hundred thousand billions (M.W.)
- ସଂ. ବି (ପର=ଅତିଶୟ+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଅ) ସର୍ବୋଚ୍ଚ ସଂଖ୍ୟା — The highest number
- ସଂ. ବି (ପର=ଅତିଶୟ+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଅ) ଅପରାର୍ଦ୍ଧ; ଶେଷାର୍ଦ୍ଧ — The second half
- ସଂ. ବି (ପର=ଅତିଶୟ+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଅ) (ପର=ବ୍ରହ୍ମାଙ୍କର+ଅର୍ଦ୍ଧ=ଆୟୁଷ୍କାଳର ଅଧେ)— ବ୍ରହ୍ମାଙ୍କ ଆୟୁର ଶେଷାର୍ଦ୍ଧ — The second half of the lifetime of Brahmā
- ସଂ. ବି (ପର=ଅତିଶୟ+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଅ) ବ୍ରହ୍ମାର ଆୟୁଷ ଯେ ହୋଇ, ଅର୍ଦ୍ଧେକ ପରାର୍ଦ୍ଧ ବୋଲଇ। ଜଗନ୍ନାଥ. ଭାଗବତ।
- ସଂ. ବି (ପର=ଅତିଶୟ+ଋଧ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଅ) (ପର=ସମ୍ୟକ୍+ଋଦ୍ଧ=ସମୃଦ୍ଧିଯୁକ୍ତ)—ବିଷ୍ଣୁ — A name of Bishṇu