ପରାର୍ଥ Parārtha
- ସଂ. ବିଣ—(ବହୁବ୍ରୀହି; ପର=ଅନ୍ୟ+ଅର୍ଥ=ଉଦ୍ଦେଶ୍ୟ) — ଅନ୍ୟୋଦ୍ଦେଶ୍ୟଯୁକ୍ତ — Having another object
- ସଂ. ବି—( 6 ଷ୍ଠୀ ତତ୍; ପର+ଅର୍ଥ) — ପରର ଉପକାର — Other people's benefit or interest
- ସଂ. ବି—( 6 ଷ୍ଠୀ ତତ୍; ପର+ଅର୍ଥ) — (କର୍ମଧା; ପର+ଅର୍ଥ)—ପ୍ରଧାନ ପ୍ରୟୋଜନ; ପ୍ରଧାନ ସ୍ୱାର୍ଥ — Highest interest
- ସଂ. ବି—( 6 ଷ୍ଠୀ ତତ୍; ପର+ଅର୍ଥ) — ମୁଖ୍ୟ ଉଦ୍ଦେଶ୍ୟ — Principal aim
- ସଂ. ବି—( 6 ଷ୍ଠୀ ତତ୍; ପର+ଅର୍ଥ) — ମୁଖ୍ୟ ଅର୍ଥ — Chief meaning
- ସଂ. ବି—( 6 ଷ୍ଠୀ ତତ୍; ପର+ଅର୍ଥ) — ରତି; ସଙ୍ଗମ — Sexual intercourse