ପରାର୍ଥ ପର Parārtha para

  • ସଂ. ବିଣ. ପୁଂ. (ବହୁବ୍ରୀହି; ପରାର୍ଥ+ପର) — ନିଃସ୍ୱାର୍ଥ — Unselfish
  • ସଂ. ବିଣ. ପୁଂ. (ବହୁବ୍ରୀହି; ପରାର୍ଥ+ପର) — ପରୋପକାର କରିବାକୁ ସର୍ବଦା ତତ୍ପର — Always ready to render service or benefit to others