ପରାବୃତ୍ତ Parābṛutta

  • ସଂ. ବିଣ. (ପରା=ପୁନରାୟ+ବୃତ୍ ଧାତୁ=ବିଦ୍ୟମାନ ରହିବା +କର୍ତ୍ତୃ. ତ) — ପ୍ରତ୍ୟାବୃତ୍ତ — Returned; turned back
  • ସଂ. ବିଣ. (ପରା=ପୁନରାୟ+ବୃତ୍ ଧାତୁ=ବିଦ୍ୟମାନ ରହିବା +କର୍ତ୍ତୃ. ତ) — ପରିବର୍ତ୍ତିତ — Changed
  • ସଂ. ବିଣ. (ପରା=ପୁନରାୟ+ବୃତ୍ ଧାତୁ=ବିଦ୍ୟମାନ ରହିବା +କର୍ତ୍ତୃ. ତ) — ପଳାୟିତ — Fled away
  • ସଂ. ବିଣ. (ପରା=ପୁନରାୟ+ବୃତ୍ ଧାତୁ=ବିଦ୍ୟମାନ ରହିବା +କର୍ତ୍ତୃ. ତ) — ବଦଳା ଯାଇଥିବା — Exchanged; bartered
  • ସଂ. ବିଣ. (ପରା=ପୁନରାୟ+ବୃତ୍ ଧାତୁ=ବିଦ୍ୟମାନ ରହିବା +କର୍ତ୍ତୃ. ତ) — ଅନ୍ତର୍ହିତ — Passed away; disappeared. (M.W.)
  • ସଂ. ବିଣ. (ପରା=ପୁନରାୟ+ବୃତ୍ ଧାତୁ=ବିଦ୍ୟମାନ ରହିବା +କର୍ତ୍ତୃ. ତ) — ଭୂମିରେ ଲୁଣ୍ଠିତ; ଗଡ଼ୁଥିବା — Wallowing; rolling. (M.W.)
  • ସଂ. ବିଣ. (ପରା=ପୁନରାୟ+ବୃତ୍ ଧାତୁ=ବିଦ୍ୟମାନ ରହିବା +କର୍ତ୍ତୃ. ତ) — (ହିନ୍ଦୁସ୍ମୃତି) ରଦ କରାଯାଇଥିବା (ଆଦେଶ) — (Law) Reversed; set aside (as a judgment). (M.W.)
  • ସଂ. ବିଣ. (ପରା=ପୁନରାୟ+ବୃତ୍ ଧାତୁ=ବିଦ୍ୟମାନ ରହିବା +କର୍ତ୍ତୃ. ତ) — ଫେରାଇ ଦିଆଯାଇଥିବା — Restored; given back. (M.W.)
  • ସଂ. ବିଣ. (ପରା=ପୁନରାୟ+ବୃତ୍ ଧାତୁ=ବିଦ୍ୟମାନ ରହିବା +କର୍ତ୍ତୃ. ତ) — ପ୍ରତିହତ; ପ୍ରତିଘାତ ପ୍ରାପ୍ତ — Recoiled; rebounded. (M.W.)