ପରାବର Parābara
- ସଂ. ବିଣ. (ପର+ଆବର) — ପରାପର (ଦେଖ) — Parāpara (See)
- ସଂ. ବିଣ. (ପର+ଆବର) — କାଳପରମ୍ପରାକ୍ରମେ ଆଗତ — Traditional; handed down from earlier to later times (M.W.)
- ସଂ. ବିଣ. (ପର+ଆବର) — ପ୍ରତ୍ୟେକ ପରବର୍ତ୍ତୀ — Each successive (M.W.)
- ସଂ. ବି. (ବହୁବଚନ ପ୍ରୟୋଗ; ପରାବରାଃ) — ପୂର୍ବପୁରୁଷଗଣ ଓ ବଂଶଧରଗଣ — Ancestors and descendants (M.W.)
- ସଂ. ବି. (ବହୁବଚନ ପ୍ରୟୋଗ; ପରାବରାଃ) — କାରଣ ଓ କାର୍ଯ୍ୟ — Cause and effect (M.W.)
- ସଂ. ବି. (ବହୁବଚନ ପ୍ରୟୋଗ; ପରାବରାଃ) — ଉଦ୍ଦେଶ୍ୟ ଓ ଫଳ — Motive and consequence (M.W.)
- ସଂ. ବି. (ବହୁବଚନ ପ୍ରୟୋଗ; ପରାବରାଃ) — ଜଗତ୍ — Universe (M.W.)
- ସଂ. ବି. (ବହୁବଚନ ପ୍ରୟୋଗ; ପରାବରାଃ) — ବେଦାନ୍ତ — Bedānta