ପରାବର୍ତ୍ତ Parābarta

  • ସଂ. ବି. (ପରା+ବୃତ୍ ଧାତୁ=ବର୍ତ୍ତମାନ ରହିବା+ଭାବ. ଅ) — ବିନିମୟ; ବଦଳ — Exchange; barter
  • ସଂ. ବି. (ପରା+ବୃତ୍ ଧାତୁ=ବର୍ତ୍ତମାନ ରହିବା+ଭାବ. ଅ) — ପ୍ରତ୍ୟାବର୍ତ୍ତନ — Returning
  • ସଂ. ବି. (ପରା+ବୃତ୍ ଧାତୁ=ବର୍ତ୍ତମାନ ରହିବା+ଭାବ. ଅ) — ପଛକୁ ଲେଉଟିବା — Turning back
  • ସଂ. ବି. (ପରା+ବୃତ୍ ଧାତୁ=ବର୍ତ୍ତମାନ ରହିବା+ଭାବ. ଅ) — ମୁହଁ ବୁଲାଇବା — Turning round