ପରାବର୍ତ୍ତନ Parābarttana

  • ସଂ. ବି. (ପରା+ବର୍ତ୍ତନ) — (ବିଜ୍ଞାନ ପରିଭାଷା) ପ୍ରତିଫଳନ — Reflection
  • ସଂ. ବି. (ପରା+ବର୍ତ୍ତନ) — ପରାବର୍ତ୍ତ (ଦେଖ) — Parābartta (See)