ପରାପବାଦ Parāpabāda

  • ସଂ. ବି. ( 6 ଷ୍ଠୀ ତତ୍; ପର+ଅପବାଦ) — ପରନିନ୍ଦା; ପର ନାମରେ ଅପବାଦ — Defamation
  • ସଂ. ବି. ( 6 ଷ୍ଠୀ ତତ୍; ପର+ଅପବାଦ) — ସବୁଠାରେ ସମସ୍ତେ ଗୁଣବନ୍ତ ହୋଇ, ଥାଇ ପରାପବାଦ ହେଉଥାନ୍ତି କହି। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।