ପରାପତିତ Parāpatita

  • ସଂ. ବିଣ. (ପର+ଆ+ପତ୍ ଧାତୁ=ଆଗମନ କରିବା+ କର୍ତ୍ତୃ. ତ) — ପ୍ରତ୍ୟାବୃତ୍ତ; ପ୍ରତ୍ୟାଗତ — Returned; come back
  • ସଂ. ବିଣ. (ପର+ଆ+ପତ୍ ଧାତୁ=ଆଗମନ କରିବା+ କର୍ତ୍ତୃ. ତ) — ସମାଗତ — Come; arrived