ପରାତ୍ପର Parātpara

  • ସଂ. ବିଣ. ପୁଂ. (ପରାତ୍=ଶ୍ରେଷ୍ଠଠାରୁ+ପର=ଶ୍ରେଷ୍ଠ) — ଶ୍ରେଷ୍ଠ ଅପେକ୍ଷା ଶ୍ରେଷ୍ଠତର — Greatest; highest; supreme
  • ସଂ. ବି. ପୁଂ — ପରମେଶ୍ୱର — God