ପରାଣୀ Parāṇī

  • ଗ୍ରା. ବି. (ପଦ୍ୟ) (ସଂ. ପ୍ରାଣୀ) — ପ୍ରାଣୀ; ଜୀବ; ଜନ୍ତୁ — Animal, living being
  • ଗ୍ରା. ବି. (ପଦ୍ୟ) (ସଂ. ପ୍ରାଣୀ) — ବ୍ୟକ୍ତି; ଜନ — Person
  • ଗ୍ରା. ବି. (ପଦ୍ୟ) (ସଂ. ପ୍ରାଣୀ) — ପିତା ଚରଣେ ପଡ଼ି ତିନି ପରାଣୀ, ମାତାମାନଙ୍କ ମାନ୍ୟ କରିଣ ସେ, ବେଗେ ହେଲେ ମେଲାଣି। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ଗ୍ରା. ବି. (ପଦ୍ୟ) (ସଂ. ପ୍ରାଣୀ) — ପ୍ରାଣବନ୍ଧୁ, ପ୍ରାଣକୃଷ୍ଣ, ପ୍ରାଣନାଥ ଆଦିଙ୍କ ଡାକ ନାମ — Name for calling persons named Prāṇabandhu, Prāṇ aṛushṇa and Prāṇanātha