ପରାତ Parāta

  • ଦେ.ବି (ସଂ. ପାତ୍ର; ପର୍ଟୁଗୀଜ. ପ୍ରାଟୋ; ଇଂ. ପ୍ଲେଟ୍) — ଧାତୁ ନିର୍ମିତ ବଡ଼ ଥାଳୀ — A big metal plate or tray
  • ଦେ.ବି (ସଂ. ପାତ୍ର; ପର୍ଟୁଗୀଜ. ପ୍ରାଟୋ; ଇଂ. ପ୍ଲେଟ୍) — [ଦ୍ର—ଏଥିରେ ଅଟା ଦଳିବା ଓ ବେଶି ପରିମାଣର ମିଠାଇ ଆଦି ବନ୍ଧୁବାନ୍ଧବଙ୍କ ଘରକୁ ଉପହାର ପଠାଇବା ଆଦି ହୁଏ।]