ପରାଣ ପାଇବା Parāṇa pāibā

  • ଗ୍ରା. କ୍ରି — ମୃତ୍ୟୁରୁ ରକ୍ଷା ପାଇବା; ବଞ୍ଚିବା; ଜୀବିତ ହେବା — To be saved from death; to live
  • ଗ୍ରା. କ୍ରି — ସୁରାତୁର ଜଳନ୍ତର ଧରାମରାବତୀ ସୁର ପରାଣ ପାଇଲେଟି ପ୍ରଶଂସାରେ। କବିସୂର୍ଯ୍ୟ. ସଙ୍ଗୀତ।