ପରାଣ ଦେବା Parāṇa debā

  • ଗ୍ରା. କ୍ରି — ଅନ୍ୟ ବ୍ୟକ୍ତି ପାଇଁ କିମ୍ବା କୌଣସି ଉଦ୍ଦେଶ୍ୟ ସାଧନାର୍ଥ ନିଜର ପ୍ରାଣ ସମର୍ପଣ କରିବା; ପ୍ରାଣ ଉତ୍ସର୍ଗ କରିବା — To sacrifice or offer one's life for another or for attaining some object