ପରାଣ ଦେବତା Parāṇa debatā

  • ଗ୍ରା. ବି. (ପୁଂ ଓ ସ୍ତ୍ରୀ) — ପରାଣ ଧନ (ଦେଖ) — Parāṇa dhana (See)
  • ଗ୍ରା. ବି. (ପୁଂ ଓ ସ୍ତ୍ରୀ) — ଯେଉଁ ବ୍ୟକ୍ତିକୁ ଅତ୍ୟନ୍ତ ଭକ୍ତି କରାଯାଏ — A person to whom one is very much devoted