ପରାଣ ଘେନିବା Parāṇa ghenibā

  • ଗ୍ରା. କ୍ରି—(ସଂ. ପ୍ରାଣ+ଗ୍ରହଣ) — ମାରି ପକାଇବା — To kill
  • ଗ୍ରା. କ୍ରି—(ସଂ. ପ୍ରାଣ+ଗ୍ରହଣ) — ଉଚିତ ଉପାୟରେ ଘେନିବା ପରାଣ। କୃଷ୍ଣସିଂହ. ମହାଭାରତ ଆଦି।