ପରାଗ କେଶର Parāga keṡara

  • ସଂ. ବି (ପରାଗ+କେଶର) — ଶିରୋଦେଶରେ ରେଣୁ— ଯୁକ୍ତ ପୁଷ୍ପ ମଧ୍ୟସ୍ଥ ସୂକ୍ଷ୍ମ ସୂତ୍ର ସମୂହ — Stamen of flowers
  • ସଂ. ବି (ପରାଗ+କେଶର) — [ଦ୍ର—ଏହା ବୃକ୍ଷମାନଙ୍କର ପୁଂଜନନେନ୍ଦ୍ରିୟ ଅଟେ।]