ପରାକ୍ରମ Parākrama
- ସଂ. ବି. (ପରା=ସର୍ବତୋଭାବରେ+କ୍ରମ୍ ଧାତୁ=ଗମନ କରିବା +କରଣ. ଅ) — କ୍ଷମତା; ଶକ୍ତି; ସାମର୍ଥ୍ୟ — Power; potency
- ସଂ. ବି. (ପରା=ସର୍ବତୋଭାବରେ+କ୍ରମ୍ ଧାତୁ=ଗମନ କରିବା +କରଣ. ଅ) — ସାହସ — Courage; valour
- ସଂ. ବି. (ପରା=ସର୍ବତୋଭାବରେ+କ୍ରମ୍ ଧାତୁ=ଗମନ କରିବା +କରଣ. ଅ) — ବିକ୍ରମ — Might
- ସଂ. ବି. (ପରା=ସର୍ବତୋଭାବରେ+କ୍ରମ୍ ଧାତୁ=ଗମନ କରିବା +କରଣ. ଅ) — ବଳ — Strength; prowess
- ସଂ. ବି. (ପରା=ସର୍ବତୋଭାବରେ+କ୍ରମ୍ ଧାତୁ=ଗମନ କରିବା +କରଣ. ଅ) — ପୁରୁଷକାର — Exertion