ପରାକୁତି Parākuti

  • ଗ୍ରା. ବି. ଓ ବିଣ. (ସଂ. ପ୍ରାକୃତ) — ପ୍ରାକୃତ ଭାଷା — The Prākṛuta language
  • ଗ୍ରା. ବି. ଓ ବିଣ. (ସଂ. ପ୍ରାକୃତ) — କି ପରାକୃତ ସଂସକୃତ ସେ ଭାବଗ୍ରାହୀ ନନ୍ଦସୁତ ଗାଳି ଶୁଣଇ ଗୋପୀମୁଖେ ବେଦ ନ ଶୁଣେ ତେଡ଼େ ସୁଖେ। ଭୂପତି, ପ୍ରେମ ପଞ୍ଚାମୃତ।
  • ଗ୍ରା. ବି. ଓ ବିଣ. (ସଂ. ପ୍ରାକୃତ) — ଓଡ଼ିଆ ଭାଷା — The Oria language
  • ଗ୍ରା. ବି. ଓ ବିଣ. (ସଂ. ପ୍ରାକୃତ) — (ଯଥା—ବାଲ୍ମୀକି ରାମାୟଣକୁ ଏ ପର୍ଯ୍ୟନ୍ତ କେହି ପରାକୃତରେ ଭାଙ୍ଗି ନାହାନ୍ତି।)
  • ଗ୍ରା. ବି. ଓ ବିଣ. (ସଂ. ପ୍ରାକୃତ) — ପ୍ରଚଳିତ ଦେଶୀୟ ଭାଷା — The vernacular of a country