ପରାକାଷ୍ଠା Parākāshṭhā
- ସଂ. ବି. (ପରା= ଶେଷ+କାଷ୍ଠା=ସୀମା) — ଚରମ ସୀମା — Extreme limit; acme
- ସଂ. ବି. (ପରା= ଶେଷ+କାଷ୍ଠା=ସୀମା) — ଆତିଶଯ୍ୟ — Excess
- ସଂ. ବି. (ପରା= ଶେଷ+କାଷ୍ଠା=ସୀମା) — ସର୍ବୋଚ୍ଚ ସୀମା — Highest pitch
- ସଂ. ବି. (ପରା= ଶେଷ+କାଷ୍ଠା=ସୀମା) — ବ୍ରହ୍ମାଙ୍କ ଆୟୁର ଅଧେ — Half of the lifetime of Brahmā