ପରାକର୍ମ Parākarma

  • ଗ୍ରା. ବି. (ସଂ. ପରାକ୍ରମ) — ପରାକ୍ରମ; ବଳ — Might; potency
  • ଗ୍ରା. ବି. (ସଂ. ପରାକ୍ରମ) — ମନ ଗତି ପରି ଯା ପରାକର୍ମ ଗୋପୀମାନଙ୍କ ବିନୁ କେ ଜାଣିମ। ପ୍ରାଚୀ. ରହସ୍ୟ ମଞ୍ଜରୀ।