ପରାକରଣ Parākaraṇa

  • ସଂ. ବି. କ୍ଳୀ. (ପରା= ପୂର୍ବେ+କୃ ଧାତୁ= କରିବା+ ଭାବ. ଅନ; କିମ୍ବା ପରା=ଅବଜ୍ଞା+କରଣ) — ଅବଜ୍ଞା କରିବା; ଅବହେଳନ — Slighting; disregarding; disdaining
  • ସଂ. ବି. କ୍ଳୀ. (ପରା= ପୂର୍ବେ+କୃ ଧାତୁ= କରିବା+ ଭାବ. ଅନ; କିମ୍ବା ପରା=ଅବଜ୍ଞା+କରଣ) — ରଦ୍ କରିବା — Setting aside (M.W.)