ପରାଇବା Parāibā
- (ଶୂଦ୍ରଙ୍କ ବ୍ୟବହୃତ) ଗ୍ରା. କ୍ରି (ପାରିବାର ଣିଜନ୍ତ ରୂପ; ସଂ. ପାତି ଧାତୁ) — ଗଛ ଆଦିରୁ ଫଳ ଅନ୍ୟଦ୍ୱାରା ତୋଳାଇବା; ପଡ଼ାଇବା — To cause to be plucked
- (ଶୂଦ୍ରଙ୍କ ବ୍ୟବହୃତ) ଗ୍ରା. କ୍ରି (ପାରିବାର ଣିଜନ୍ତ ରୂପ; ସଂ. ପାତି ଧାତୁ) — (ଯଥା— ସାଆନ୍ତ ବସି ନଡ଼ିଆ ପରାଉ ଅଛନ୍ତି।)
- (ଶୂଦ୍ରଙ୍କ ବ୍ୟବହୃତ) ଗ୍ରା. କ୍ରି (ପାରିବାର ଣିଜନ୍ତ ରୂପ; ସଂ. ପାତି ଧାତୁ) — (ସଂ. ପରିଧାନ)—ଭୂଷିତ କରାଇବା; ପିନ୍ଧାଇବା; ପହରଣ କରାଇବା — To cause to put on
- (ଶୂଦ୍ରଙ୍କ ବ୍ୟବହୃତ) ଗ୍ରା. କ୍ରି (ପାରିବାର ଣିଜନ୍ତ ରୂପ; ସଂ. ପାତି ଧାତୁ) — ଅନ୍ୟଦ୍ୱାରା ବିଛଣାଆଦି ଭୂମିରେ ବିଛାଇବା — To cause to be spread
- ପ୍ରାଦେ. (ଭତରିଭାଖା) କ୍ରି. (ତୁଳ. ହି. ପରାନା) — ପଳାଇବା — To fly away
- ଗ୍ରା. (ଇତର ବ୍ୟବହୃତ ଉଚ୍ଚାରଣ)—କ୍ରି — ପଳାଇବା — To flee away