ପରାଂଗତି Parāṁgati

  • ଦେ. ବି. (ସଂ. ପରା+ଗତି) — ମୋକ୍ଷ; ମୁକ୍ତି — Salvation
  • ଦେ. ବି. (ସଂ. ପରା+ଗତି) — ଉଦ୍ଧାର — Deliverance
  • ଦେ. ବି. (ସଂ. ପରା+ଗତି) — (ଯଥା—ମୁଁ ପରାଂଗତି ପାଇଗଲି।)