ପରା ହେବା Parā hebā
- ଗ୍ରା. କ୍ରି (ସଂ. ପାରିବା କ୍ରିୟାର କର୍ମବାଚ୍ୟ; ସଂ. ପାତିତ) — (ଆମ୍ବ ଆଦି ଫଳ) ଗଛରୁ ତୋଳା ହେବା — To be plucked (aid of fruit)
- ଗ୍ରା. କ୍ରି (ସଂ. ପାରିବା କ୍ରିୟାର କର୍ମବାଚ୍ୟ; ସଂ. ପାତିତ) — (ବିଛଣା ଆଦି) ଭୂମିରେ ପାତିତ ହେବା — To be laid (said of bed)
- ଗ୍ରା. କ୍ରି (ସଂ. ପାରିବା କ୍ରିୟାର କର୍ମବାଚ୍ୟ; ସଂ. ପାତିତ) — ଭୂମିରେ ବିଛା ହେବା; ବିସ୍ତୃତ ହେବା — To be spread on the ground