ପରହାତିଆ Para hātiā

  • ଦେ. ବିଣ — ପର ହସ୍ତଗତ (ଦେଖ) — Para hastagata (See)
  • ଦେ. ବିଣ — ପରର ଅଧିକାର ବା କ୍ଷମତାଭୁକ୍ତ — Under the control or disposal of another
  • ଦେ. ବିଣ — ଅନ୍ୟ ବ୍ୟକ୍ତି ଦ୍ୱାରା ସାଧ୍ୟ — Accomplishable by another