ପରଶଂସିବା Paraṡaṁsibā

  • ଦେ. କ୍ରି (ସଂ. ପ୍ରଶଂସା) — ପ୍ରଶଂସା କରିବା — To praise
  • ଦେ. କ୍ରି (ସଂ. ପ୍ରଶଂସା) — କୃଷ୍ଣ ମହିମା ପରଶଂସି ଏକକୁ ଆରେକ ବିଶେଷ— ଭୂପତି, ପ୍ରେମପଞ୍ଚାମୃତ ।