ପରଲୋକ ଗତି Paraloka gati

  • ସଂ. ବି. ( 2 ୟା ତତ୍; ପରଲୋକ+ଗତି) — ମୃତ୍ୟୁ — Death
  • ସଂ. ବି. ( 2 ୟା ତତ୍; ପରଲୋକ+ଗତି) — ମୃତ୍ୟୁ ପରେ ମୋକ୍ଷ — Final beatitude after death