ପରରାତ୍ର Para rātra

  • ଦେ. ବି. (ସଂ. ଅପରରାତ୍ର?) — ଅପରରାତ୍ର; ଶେଷରାତ୍ର — The short hours of the night; the latter or closing part of the night; the last watch of the night
  • ଦେ. ବି. (ସଂ. ଅପରରାତ୍ର?) — ଶ୍ରୀବତ୍ସଧାମା ପରରାତ୍ରେ ଖଡ଼୍ଗ ଆୟୁଧ ଧରି ହସ୍ତେ । ଜଗନ୍ନାଥ. ଭାଗବତ ।