ପରମୁଖାପେକ୍ଷିତା Paramukhāpekshitā

  • ସଂ. ବି. (ପରମୁଖାପେକ୍ଷା+ଇନ୍+ଭାବାର୍ଥରେ ତା) — ପରନିର୍ଭରଶୀଳତା; ପରମୁହଁକୁ ଚାହିଁ— ରହିବା ଭାବ — The state of depending on another; subserviency