ପରମୁଖାପେକ୍ଷା Paramukhāpekshā

  • ସଂ. ବି. ( 6 ଷ୍ଠୀ ଓ 2 ୟା ତତ୍; ପର+ମୁଖ+ଅପେକ୍ଷା) — ପରନିର୍ଭରତା; ଅପରର ସାହାଯ୍ୟ ବା ଉପଦେଶ—ପ୍ରତ୍ୟାଶା — Dependence on another; mean servility