ପରମାର୍ଥ Paramārtha
- ସଂ. ବି. (କର୍ମଧା; ପରମ+ଅର୍ଥ) — ଶ୍ରେଷ୍ଠ ବସ୍ତୁ — 1. Supreme thing; any excellent or important object
- ସଂ. ବି. (କର୍ମଧା; ପରମ+ଅର୍ଥ) — ଜୀବନର ଶେଷ ଉଦ୍ଦେଶ୍ୟ — The supreme object of life; summum bonum of life
- ସଂ. ବି. (କର୍ମଧା; ପରମ+ଅର୍ଥ) — ଆଧ୍ୟାତ୍ମିକ ଜ୍ଞାନ — Spiritual knowlege. (Howells)
- ସଂ. ବି. (କର୍ମଧା; ପରମ+ଅର୍ଥ) — ଧର୍ମ — Religion
- ସଂ. ବି. (କର୍ମଧା; ପରମ+ଅର୍ଥ) — ସମ୍ପୂର୍ଣ୍ଣ ସତ୍ୟ — Whole truth. (Howells)
- ସଂ. ବି. (କର୍ମଧା; ପରମ+ଅର୍ଥ) — ଯାଥାର୍ଥ୍ୟ — Exactitude; reality
- ସଂ. ବି. (କର୍ମଧା; ପରମ+ଅର୍ଥ) — ଶ୍ରେଷ୍ଠ ଧନ — Best kind of wealth
- ସଂ. ବି. (କର୍ମଧା; ପରମ+ଅର୍ଥ) — ଈପ୍ସିତ ଧନ — Longed for riches
- ସଂ. ବି. (କର୍ମଧା; ପରମ+ଅର୍ଥ) — ପରଂବ୍ରହ୍ମ — The Supreme Being
- ସଂ. ବି. (କର୍ମଧା; ପରମ+ଅର୍ଥ) — ସର୍ବୋତ୍ତମ ଅର୍ଥ ବା ତାତ୍ପର୍ଯ୍ୟ — Excellent sense or meaning
- ସଂ. ବି. (କର୍ମଧା; ପରମ+ଅର୍ଥ) — ବେଦାନ୍ତାଦି — The Bedānta etc. (M.W.)
- ସଂ. ବି. (କର୍ମଧା; ପରମ+ଅର୍ଥ) — ମୋକ୍ଷ — Final beatitude