ପରମାର୍ଥିକ Pāramārthika

  • ସଂ. ବି(ପରମାର୍ଥ+ସମ୍ବନ୍ଧାର୍ଥେ ଇକ) — ପାରମାର୍ଥ ତତ୍ତ୍ୱ ସମ୍ବନ୍ଧୀୟ — Theological; relating to the highest truth
  • ସଂ. ବି(ପରମାର୍ଥ+ସମ୍ବନ୍ଧାର୍ଥେ ଇକ) — ଧର୍ମ ସମ୍ବନ୍ଧୀୟ; ଆଧ୍ୟାତ୍ମିକ — Spiritual
  • ସଂ. ବି(ପରମାର୍ଥ+ସମ୍ବନ୍ଧାର୍ଥେ ଇକ) — ଧାର୍ମିକ; ଧର୍ମାତ୍ମା — Religious, pious
  • ସଂ. ବି(ପରମାର୍ଥ+ସମ୍ବନ୍ଧାର୍ଥେ ଇକ) — ପାରଲୌକିକ — Relating to future existence
  • ସଂ. ବି(ପରମାର୍ଥ+ସମ୍ବନ୍ଧାର୍ଥେ ଇକ) — ପରମ ମଙ୍ଗଳଜନକ — Very beneficial
  • ସଂ. ବି(ପରମାର୍ଥ+ସମ୍ବନ୍ଧାର୍ଥେ ଇକ) — ସତ୍ତାବିଶିଷ୍ଟ; ସତ୍; ବାସ୍ତବ — Real; essential; existent. (Apte)
  • ସଂ. ବି(ପରମାର୍ଥ+ସମ୍ବନ୍ଧାର୍ଥେ ଇକ) — ଉତ୍କୃଷ୍ଟ — Excellent; best (Apte)