ପରମାନ୍ନ Paramānna

  • ସଂ. ବି. (କର୍ମଧା; ପରମ+ଅନ୍ନ=ଖାଦ୍ୟ) — (ଦୈବ ଓ ପିତୃକାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ) କ୍ଷୀରୀ; ପାୟସାନ୍ନ; ଦୁଗ୍ଧ ଓ ଶର୍କରାଦ୍ୱାରା ପକ୍ୱ ଅନ୍ନ — A kind of rice-gruel; rice boiled with milk and sugar (lit. best food)