ପରମାଣୁ ବାଦ Paramāṇu bāda
- ଦେ. ବି (ଜଡ଼ ବିଜ୍ଞାନ ଓ ବୈଶେଷିକ ଦର୍ଶନ) — ଜଡ଼ ଜଗତର ଯାବତୀୟ ବସ୍ତୁ ପରମାଣୁମାନଙ୍କ ଯୋଗାକର୍ଷଣର ଫଳ ବୋଲି ବୈଜ୍ଞାନିକମାନେ ଯେଉଁ ମତ ପୋଷଣ କରନ୍ତି — The atomic theory of the universe; the atomistic system of the Bai̱ṡeshika system of Hindu philosophy