ପରମ ପଦ Parama pada
- ସଂ. ବି. (କର୍ମଧା; ପରମ+ପଦ) — ମୋକ୍ଷ — The final beatitude
- ସଂ. ବି. (କର୍ମଧା; ପରମ+ପଦ) — ସର୍ବୋଚ୍ଚ ସ୍ଥାନ — The highest position imaginable
- ସଂ. ବି. (କର୍ମଧା; ପରମ+ପଦ) — ଅପବର୍ଗ — Summum bonum of life
- ସଂ. ବି. (କର୍ମଧା; ପରମ+ପଦ) — ( 6 ଷ୍ଠୀ ତତ୍) ପରମ ଦେବତାଙ୍କର ଚରଣ — (6ଷ୍ଠୀ ତତ୍) ପରମ ଦେବତାଙ୍କର ଚରଣ— . The Feet of God