ପରମ ଗୁରୁ Parama guru

  • ସଂ. ବି. (କର୍ମଧା; ପରମ+ଗୁରୁ) — ଗୁରୁଙ୍କ ଗୁରୁ; ଅଜା ଗୁରୁ — One's preceptor's preceptor
  • ଦେ. ବି — ବ୍ରାହ୍ମଣଙ୍କ ରାଜଦତ୍ତ ଉପାଧିବିଶେଷ — A title given by Rajas to Brāhmaṇas