ପରମ ତତ୍ତ୍ୱ Parama tattwa

  • ସଂ. ବି. (କର୍ମଧା; ପରମ+ତତ୍ତ୍ୱ) — ଉତ୍କୃଷ୍ଟ ତତ୍ତ୍ୱ — The supreme principle
  • ସଂ. ବି. (କର୍ମଧା; ପରମ+ତତ୍ତ୍ୱ) — ଈଶ୍ୱରଙ୍କ ତତ୍ତ୍ୱ — The ultimate truth or secret; metaphysical truth
  • ସଂ. ବି. (କର୍ମଧା; ପରମ+ତତ୍ତ୍ୱ) — ସର୍ବୋତ୍କୃଷ୍ଟ ସତ୍ୟ — The highest truth