ପରମ ଗତି Parama gati
- ସଂ. ବି. (କର୍ମଧା; ପରମ+ଗତି) — ଉତ୍କୃଷ୍ଟ ଗତି — The supreme path (to heaven)
- ସଂ. ବି. (କର୍ମଧା; ପରମ+ଗତି) — ସର୍ବୋତ୍କୃଷ୍ଟ ଆଶ୍ରୟ — Supreme resort or refuge
- ସଂ. ବି. (କର୍ମଧା; ପରମ+ଗତି) — ମୋକ୍ଷ; ନିର୍ବାଣ — Final deliverance; final beatitude; salvation